ମା ଗୋ, ତୁମ଼କୁ ଆଜି ମତେ ଧକ଼ କିନା ମନେ ପଡ଼ିଗଲା
କେନ୍ତା ଗୋ, ମୁଇ ତ ବଡ଼ ପିଲା ହେଇ ଗଲି ନ ପରେ
ଫେର କେନ୍ତା ଗା ଗୁଟେ ସେକେଣ୍ଡ ଲାଗି କାନ୍ଦ଼-କାନ୍ଦ଼
ହେଇ ଗଲା ଛାତି ମୋର
କେନ୍ କୁନ୍ ଭିତରୁ ଆଇସି ମନକେ ଲୁହ, କହ ତ ?
ସାନ୍ ବେଲେ ତୁମେ କହୁଥୁଲ କହେବାକେ,
"ଭଗବାନ୍ ରଖ୍ୟା କର"
ବଡ଼ ହେଲେ ଜନା ପଡ଼ଲା
ନିଜ଼କୁ ଛାଡ଼ି କରି ରଖ୍ୟା କରସି
ଖାଲି ଜନମ଼ଦାତା
ବଡ଼ ହେଲେ ଘରୁ ଛାଡ଼ଲେ ଜଦି ରଖ୍ୟା ପାଏଲା
ତେବେ ଲୁକ ମୁକ୍ତି ପାଇ ଜିବା
ତେବେ ଲୁକ ମୁକ୍ତି ପାଇ ଜିବା
ବଡ଼ ହେଲେ ଛୁଆ ନାଇ ମରେ, ଭୁଲ଼ସି ଖାଲି
କେତେ ଆରାମ଼ କରୁଥିଲା ମା'ର ପାଖେ
-----------------------------------
Summer '11, Ithaca
Some diacritical marks (ହଳନ୍ତ ଚିହ୍ନ) did not come out right.
No comments:
Post a Comment